Dadan
Audio only

Dadan

By ସରୋଜିନୀ ସାହୁNarrated by Sradhanjali Panigrahi
Length3h 39m

About this audiobook

ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖୁଥିବା ଡ. ସରୋଜିନୀ ସାହୁ ଜଣେ ବହୁପଠିତ ଭାରତୀୟ ଲେଖିକା, ଯାହାଙ୍କର ଅନେକ ଗଳ୍ପ ଓ ଉପନ୍ୟାସ ଭାରତ ଓ ବିଦେଶର ବିଭିନ୍ନ ଭାଷାରେ ଅନୁଦିତ ହୋଇ ଖୁବ ପାଠକୀୟ ଆଦୃତି ଲାଭକରିଛି! 'ଦାଦନ' ତାଙ୍କର ଅନ୍ୟତମ ଚର୍ଚ୍ଚିତ ଉପନ୍ୟାସ, ଯେଉଁଥିରେ ସେ ଶିକ୍ଷିତ ବେକାରମାନଙ୍କୁ ସରକାରୀ ଦାଦନ କର୍ମଚାରୀ ଭାବେ ଚିତ୍ରିତ କରିଛନ୍ତି! ସାମ୍ପ୍ରତିକ ଯୁବସମାଜର ସ୍ୱପ୍ନ, ସମ୍ପର୍କ, ଜୀବନ ଓ ସଂଘର୍ଷର କାହାଣୀକୁ ନେଇ ଗତିଶୀଳ 'ଦାଦନ' ଏକ ଚମତ୍କାର ଉପନ୍ୟାସ! ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀଙ୍କ କଣ୍ଠରେ ଚାଲନ୍ତୁ ଶୁଣିବା ଏହି ଉପନ୍ୟାସ...

Audiobook details

GenreFantasy, General Fiction
Length3 hrs 39 mins
Narrated bySradhanjali Panigrahi
FormatAudiobook
Publish dateApr 20, 2021

More from ସରୋଜିନୀ ସାହୁ

You may also like