Gambhiri Ghara
Audio only

Gambhiri Ghara

By ସରୋଜିନୀ ସାହୁNarrated by Smrutirekha
Length4h 48m

About this audiobook

ପ୍ରତିଟି ମଣିଷର ମନ ଭିତରେ ଥାଏ ଗୋଟିଏ ନିଭୃତ କୋଠରି, ଯେଉଁଠି ଅନ୍ୟ କାହାରି ପଶିବାର ଉପାୟ ନାହିଁ! ସେଇ ନିଭୃତ କୋଠରିରେ ଏକାଏକା ମଣିଷଟି ନିଃସଂକୋଚରେ ନିର୍ବସ୍ତ୍ର ହୁଏ, ମନର ଆଇନାରେ ଦେଖେ ନିଜକୁ! ନିଜର ଖାଲଢିପଭରା ଦେହ, ସୌନ୍ଦର୍ଯ୍ୟ ଓ ଅସୌନ୍ଦର୍ଯ୍ୟକୁ! ସେଇ ନିବୁଜ କୋଠରିରେ ନିଜେ ନିଜର ପାପ ପୁଣ୍ୟର ନିରବ ଦର୍ଶକ ସାଜେ! ଏହି ମର୍ମରେ ରଚିତ ବିଶିଷ୍ଟ ବାମାବାଦୀ ଲେଖିକା ସରୋଜିନୀ ସାହୁଙ୍କ ବହୁଚର୍ଚ୍ଚିତ ଉପନ୍ୟାସ 'ଗମ୍ଭୀରି ଘର', ଯାହା ଏକାଧିକ ଭାଷାରେ ଅନୁଦିତ ହୋଇ ପାଠକୀୟ ଆଦୃତି ଲାଭକରିଛି! ଆପଣ ବି ଥରେ ଶୁଣନ୍ତୁ...

Audiobook details

GenreFantasy
Length4 hrs 48 mins
Narrated bySmrutirekha
FormatAudiobook
Publish dateSep 10, 2021

More from ସରୋଜିନୀ ସାହୁ

You may also like