Length4h 41m
About this audiobook
'ସେ ଟଳମଳ ପାଦରେ ଠିଆହେଲେ! ପାଦ ଦିଟାରୁ ଜୀବନ ଛାଡିଛାଡ଼ି ଆସୁଛି ଯେମିତି! ନିଶ୍ୱାସ ନେବାକୁ କଷ୍ଟ ହେଉଚି! ଥଣ୍ଡାରେ ଦାନ୍ତ ଠକଠକ ହେଇ ବାଜୁଛି! ଯିବାକୁ ହେବ! କିନ୍ତୁ କୁଆଡେ ଯିବେ ସେ? ତଳର ସମୁଦ୍ରପତ୍ତନ ଆଡକୁ ନ ଉପରର ପାହାଡ ଚୂଡ଼ାକୁ?' ଏମିତି ଏକ କ୍ଳାଇମାକ୍ସ ପଛରେ ଥିବା କାହାଣୀଟି କଣ ହୋଇପାରେ? ଶୁଣନ୍ତୁ ପ୍ରସିଦ୍ଧ ଲେଖିକା ସରୋଜିନୀ ସାହୁଙ୍କ ଜୀବନବାଦୀ ଉପନ୍ୟାସ 'ମହାଯାତ୍ରା'...
Audiobook details
GenreGeneral Fiction
Length4 hrs 41 mins
Narrated bySwati Sweta Rout
FormatAudiobook
Publish dateJun 17, 2021
