Asthirapada
Audio only

Asthirapada

By ସରୋଜିନୀ ସାହୁNarrated by Narayan Mohanty
Length7h 22m

About this audiobook

'ଟ୍ରଲର ଷ୍ଟାର୍ଟ କରି କୂଳ ଛାଡିଥିଲା! ଛାତି ଧାଇଁ କିନା ହେଇଯାଇଥିଲା! ଏ ଅସରନ୍ତି ସାଗର ବକ୍ଷରେ ଜୀବନ ତାକୁ କେଉଁ ଆଡକୁ ଟାଣି ନେଉଛି? କେଉଁଆଡେ ତା ଗତି? ଏ ଅଜଣା ଲୋକମାନେ ତାକୁ କେଉଁ ଆଡକୁ ନେଇଯାଉଛନ୍ତି?' ଶୁଣନ୍ତୁ ପ୍ରସିଦ୍ଧ ଲେଖିକା ସରୋଜିନୀ ସାହୁଙ୍କ ରଚିତ ଏହି ଜୀବନବାଦୀ ଉପନ୍ୟାସ 'ଅସ୍ଥିରପାଦ', ନାରାୟଣ ମହାନ୍ତିଙ୍କ କଣ୍ଠରେ...

Audiobook details

GenreFantasy
Length7 hrs 22 mins
Narrated byNarayan Mohanty
FormatAudiobook
Publish dateJul 21, 2021

More from ସରୋଜିନୀ ସାହୁ

You may also like