Asamajika
Mature
Audio only

Asamajika

By ସରୋଜିନୀ ସାହୁNarrated by Kalakar Kirti Mohanty
Length4h 20m

About this audiobook

ବିଭିନ୍ନ ପ୍ରତିକୂଳତା ମଧ୍ୟରେ ନାରୀଟିଏ ଯେବେ ଜିଇଁ ରହିବାପାଇଁ ଆଉଗୋଟିଏ ନାରୀର ସାନ୍ନିଧ୍ୟ ଲୋଡ଼େ, ସେତେବେଳେ ପ୍ରସଙ୍ଗଟି ବ୍ୟକ୍ତିଗତ ଯୌନତାଠାରୁ ଊର୍ଦ୍ଧ୍ୱରେ ଏକ ସାମାଜିକ ବିଦ୍ରୋହ ପାଲଟିଯାଏ! ଯୌନତାକୁ ନାରୀର ଏକାନ୍ତ ବ୍ୟକ୍ତିଗତ ବିଷୟ ଏବଂ ତା ଉପରେ ନାରୀର ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ଦାବି କରୁଥିବା ବିଶିଷ୍ଟ ବାମାବାଦୀ ଲେଖିକା ସରୋଜିନୀ ସାହୁଙ୍କ ଉପନ୍ୟାସ 'ଅସାମାଜିକ' ଏକ ଭର୍ବାଲ ଚ୍ୟାଲେଞ୍ଜ! ଶୁଣନ୍ତୁ କ୍ଳାଇମାକ୍ସରେ ନିର୍ବାକ କରିଦେଉଥିବା ଏହି ହଲଚଲ ସୃଷ୍ଟିକାରୀ କାହାଣୀ...

Audiobook details

GenreRomance, General Fiction
Length4 hrs 20 mins
Narrated byKalakar Kirti Mohanty
FormatAudiobook
Publish dateJun 3, 2021

More from ସରୋଜିନୀ ସାହୁ

You may also like