Length5h 43m
About this audiobook
ସରୋଜିନୀ ସାହୁ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ଶକ୍ତିଶାଳୀ ଲେଖିକା, ଯାହାଙ୍କ ଲେଖାର ବଳୟ ଭିତରେ ଆବଦ୍ଧ ଥାନ୍ତି କୁମେରୁଠାରୁ ସୁମେରୁ ପର୍ଯ୍ୟନ୍ତ ନିରୁତା ମଣିଷମାନେ! ଯାହାଙ୍କ ସୃଷ୍ଟିରେ ଥାଏ ଅବାକ ଲାଳିତ୍ୟ, ଏକ ଛନ୍ଦମୟ ନୂତନ କାରୁଣ୍ୟ! 'ବିଷାଦ ଈଶ୍ୱରୀ' ଉପନ୍ୟାସରେ ଆପଣ ଭେଟିବେ ନାୟିକା 'ହର୍ଷା'କୁ ଯିଏ ସଂଘର୍ଷର ପଥରେ ସମ୍ପର୍କର ଶିଳାନ୍ୟାସ କରିବାକୁ ବସିଛି! ଶୁଣନ୍ତୁ ହର୍ଷାର ନାଟକୀୟ ଜୀବନ କାହାଣୀ ଧୀରଜ ଚୌଧୁରୀଙ୍କ କଣ୍ଠରେ...
Audiobook details
GenreFantasy, General Fiction
Length5 hrs 43 mins
Narrated byDhiraj Chowdhury
FormatAudiobook
Publish dateJun 3, 2021
