Oye Puamaa
Mature
Audio only

Oye Puamaa

By ପଦ୍ମଜ ପାଳNarrated by Prakash Rout
Length3h 53m

About this audiobook

ନାଗା ଓ ସୋରି । ଦୁଇଜଣ ଭିନ୍ନ ଜାତିର । ହେଲେ ଉଭୟଙ୍କ ଭିତରେ ଗଢ଼ିଉଠିଥିଲା ପ୍ରେମ । ହଁ ଯେଉଁ ପ୍ରେମ ଜାତି-ଗୋତ୍ର, ପାପ-ପୁଣ୍ୟ, ଆତ୍ମୀୟ-ସ୍ୱଜନ କିଛି ମାନେ ନାହିଁ । କଣ ହେଲା ସେମାନଙ୍କର ଶେଷରେ? ପ୍ରକାଶ ରାଉତଙ୍କ କଣ୍ଠରେ ଶୁଣନ୍ତୁ ବିଶିଷ୍ଟ ଔପନ୍ୟାସିକ ପଦ୍ମଜ ପାଳଙ୍କ ଭିନ୍ନ ଧରଣର ଉପନ୍ୟାସ 'ଓୟେ ପୁଅମା' ।

Audiobook details

GenreFantasy
Length3 hrs 53 mins
Narrated byPrakash Rout
FormatAudiobook
Publish dateFeb 28, 2022

More from ପଦ୍ମଜ ପାଳ

You may also like