Length2h 9m
About this audiobook
ବିଶିଷ୍ଟ କଥାକାର ପଦ୍ମଜ ପାଳଙ୍କ ବହୁଚର୍ଚ୍ଚିତ ଉପନ୍ୟାସ 'ମାମୁଁଘର ଚଉଁରୀ' ବଦଳି ଯାଉଥିବା ଗ୍ରାମ୍ୟ ପରିବେଶରେ ଏକ ଚାରିପୁରୁଷ ବୁନିଆଦି ଘର କେମିତି ଉଜୁଡି ଯାଉଛି, ସେଇ କଥା ବଖାଣିଛି। ସ୍ୱାର୍ଥ ଓ ଅହଂକାରରେ କବଳିତ ହୋଇ ଶତ୍ରୁ ପ୍ରତିପକ୍ଷ ପାଲଟି ଯାଇଛନ୍ତି। ପରିବାରରେ ସମସ୍ତେ ଆତ୍ମକଳହରେ ମଗ୍ନ। ଏଭଳି ଏକ ବାସ୍ତବବାଦୀ ଉପନ୍ୟାସ ଶୁଣନ୍ତୁ ସୁଧାକର ଦାସଙ୍କ କଣ୍ଠରେ...
Audiobook details
GenreFantasy
Length2 hrs 9 mins
Narrated bySudhakar Das
FormatAudiobook
Publish dateSep 23, 2021
