Mature
Audio only

Papa Pari Nijara

By ପଦ୍ମଜ ପାଳNarrated by Anitya Mohanty
Length3h 4m

About this audiobook

ପାପ ପରି ଯୌନତା ମଧ୍ୟ ଆପଣାର ବିଷୟଟିଏ। ଏଥିରୁ କେହି ନିସ୍ତାର ପାଇ ପାରିନାହାଁନ୍ତି। ହିଂସା, ଦ୍ୱେଷ, ପାପବୋଧ ତଥା ସମସ୍ତ ନକାରାତ୍ମକ ଓ ପ୍ରତିକୂଳ ବ୍ୟବସ୍ଥା ସତ୍ତ୍ୱେ ମଣିଷ ନିଜ ଇଚ୍ଛାରେ ଜୀବନଟିଏ ବଂଚିବାକୁ ଚାହେଁ। ଏହି ମର୍ମରେ ଶିକ୍ଷିତ ଯୁବକ ସୋମନାଥ ମିଶ୍ର ଓ ଯୁବତୀ ସୁବର୍ଣ୍ଣା ମେହେଟ୍ଟାଙ୍କ ମନସ୍ତତ୍ତ୍ୱର କଥା କହେ 'ପାପପରି ନିଜର'। ସେମାନଙ୍କ ଉଦ୍ଭଟ ଚିନ୍ତାଚେତନା ସାଂପ୍ରତିକ ଯୁବପିଢ଼ିର କାର୍ଯ୍ୟକଳାପର ପ୍ରତିନିଧିତ୍ୱ କରେ। ଅନିତ୍ୟ ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ ଏହି ରୋମାଞ୍ଚକର ଉପନ୍ୟାସ...

Audiobook details

GenreGeneral Fiction
Length3 hrs 4 mins
Narrated byAnitya Mohanty
FormatAudiobook
Publish dateSep 24, 2021

More from ପଦ୍ମଜ ପାଳ

You may also like