Length2h 34m
About this audiobook
'ଗାନ୍ଧୀଛକରୁ ଟିକିଏ ଆଗକୁ' ଉପନ୍ୟାସଟି ଓଡ଼ିଆ ସାହିତ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ କୃତି। ବରିଷ୍ଠ କଥାକାର ପଦ୍ମଜ ପାଳଙ୍କର ଏହା ଏକ ଜନପ୍ରିୟ ତଥା ସାମ୍ୟଭାବ ଆଧାରିତ ପୁସ୍ତକ। ଉପନ୍ୟାସରେ ସାଂପ୍ରତିକ କଳୁଷିତ ବାତାବରଣରେ ଗାନ୍ଧୀ ଆଦର୍ଶକୁ ନେଇ ବଂଚୁଥିବା ମଣିଷଙ୍କ ଦୁର୍ଦ୍ଦଶା, ଅସହାୟତାର ଚିତ୍ର ପ୍ରଦଶିତ। ଉପନ୍ୟାସର କଳାକୌଶଳ ଖୁବ ଚମତ୍କାର। ଅନିତ୍ୟ ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ ଏହି ବାସ୍ତବବାଦୀ ଉପନ୍ୟାସଟି...
Audiobook details
GenreFantasy
Length2 hrs 34 mins
Narrated byAnitya Mohanty
FormatAudiobook
Publish dateJul 19, 2021
