Apadebata
Audio only

Apadebata

By ପଦ୍ମଜ ପାଳNarrated by Karunakar
Length1h 40m

About this audiobook

ଗ୍ରାମୀଣ ପରିବେଶରେ ବଢିଥିବା ବିଜୁଭାଇ ସମୟକ୍ରମେ କେମିତି ବିର୍ଜୁ ମହାରାଜାରେ ପରିଣତ ହୋଇଛନ୍ତି, ତାର ଚମତ୍କାର କାହାଣୀ କହେ 'ଅପଦେବତା' ଉପନ୍ୟାସ! ଯିଏ ଯେଭଳି କାର୍ଯ୍ୟ କରିବ, ସିଏ ସେଭଳି ଫଳ ପାଇବ- ଏଇ ମର୍ମରେ ରଚିତ ବିଶିଷ୍ଟ କଥାକାର ପଦ୍ମଜ ପାଳଙ୍କ ଏହି ଉପନ୍ୟାସଟି ନିଶ୍ଚିତ ଭାବରେ ଶ୍ରୋତାଙ୍କର ହୃଦୟରେ ମନ୍ଥନ ସୃଷ୍ଟି କରିବ, ସନ୍ଦେହ ନାହିଁ! ଆସନ୍ତୁ ତେବେ ସ୍ମୃତିକଥା ଶୈଳୀରେ ଲିଖିତ 'ଅପଦେବତା' ଶୁଣିବା ବିଶିଷ୍ଟ କଣ୍ଠଶିଳ୍ପୀ କରୁଣାକରଙ୍କ ସ୍ୱରରେ...

Audiobook details

GenreGeneral Fiction
Length1 hr 40 mins
Narrated byKarunakar
FormatAudiobook
Publish dateJul 17, 2021

More from ପଦ୍ମଜ ପାଳ

You may also like