Length11h 53m
About this audiobook
'କଲମ୍ବସର କାଗଜଡଙ୍ଗା' ଅଜୟ ସ୍ୱାଇଁଙ୍କ ଦଶଟି ଚମତ୍କାର ଉପନ୍ୟାସିକାର ସମାହାର, ଯେଉଁଥିରେ ପାଠକମାନେ ଭେଟିବେ ଭିନ୍ନଭିନ୍ନ ଚରିତ୍ରଙ୍କୁ, ଯେଉଁମାନେ ଆମ ଗହଣରେ ଥାଇ ବି ଆମକୁ ଧରା ଦିଅନ୍ତିନାହିଁ! କଥିତ ଭାଷାରେ, ଆକର୍ଷଣୀୟ ଉପସ୍ଥାପନାରେ, ବିଶ୍ୱସନୀୟ ଚରିତ୍ର ଚିତ୍ରଣରେ ପାଠକଙ୍କୁ ପ୍ରେମରେ ପକାଇ ପାରୁଥିବା ଅଜୟ ସ୍ୱାଇଁଙ୍କ ଏହି ପୁସ୍ତକଟି ନିଶ୍ଚିତ ଭାବେ ଆପଣଙ୍କୁ ଆହ୍ଲାଦିତ କରିବ, ସନ୍ଦେହ ନାହିଁ...
Audiobook details
GenreFantasy
Length11 hrs 53 mins
Narrated bySudhakar Das
FormatAudiobook
Publish dateSep 12, 2021
