Length5h 39m
About this audiobook
ଯେଉଁ ଅଦୃଶ୍ୟ ଈଶ୍ୱର ଏ ସୃଷ୍ଟି ରଚନା କରିଛନ୍ତି, ସେ ଏ ପୃଥିବୀକୁ ଗଢ଼ିଛନ୍ତି କେବଳ ଏଇ ସକାଶେ ଯେ ମଣିଷର ଅନନ୍ତ ଯାତ୍ରାପଥରେ ସେ କିଛି ସମୟ ପାଇଁ ଏଠାରେ ବିଶ୍ରାମ ନେଇ ପାରିବ! ଏ ଜୀବନ ହେଲା ଏକ ବିଶ୍ରାମ ଗୃହ! ଏକ ଧର୍ମଶାଳା! କିଛି ସମୟ ପାଇଁ ଥକା ମେଣ୍ଟାଇବାକୁ ଏହି ଧର୍ମଶାଳାରେ ରହିଯିବାକୁ ପଡେ! କିନ୍ତୁ ଏହାକୁ ଘର ବୋଲି ଧରିନିଅ ନାହିଁ!.. ଏମିତି କିଛି ଗଭୀର ଜୀବନଦର୍ଶନର କଥା କହେ ଡ. ବିବୁଧରଞ୍ଜନଙ୍କ ଏହି ଆଧ୍ୟାତ୍ମିକ ପୁସ୍ତକ...
Audiobook details
GenreSpirituality and Religion, Philosophy
Length5 hrs 39 mins
Narrated bySubrat Kumar Pati
FormatAudiobook
Publish dateMay 12, 2021
