Length4h 35m
About this audiobook
ଆମେ ଈଶ୍ୱରଙ୍କୁ ଡାକୁ, ପୂଜାକରୁ, ପ୍ରାର୍ଥନାରେ କହୁ 'ତୁମେ ହିଁ ହର୍ତ୍ତା, କର୍ତ୍ତା, ଦୈବବିଧାତା...! ହେଲେ ସତରେ ଈଶ୍ୱରଙ୍କୁ ଆମେ କର୍ତ୍ତା ବୋଲି ଭାବୁ କି? ସେ ଯେମିତି ଆମକୁ ଗଢ଼ିଛି, ଆମ ପାଇଁ ସୁଖ-ଦୁଃଖ ଖଞ୍ଜିଛି, ସେଥିରେ ସନ୍ତୁଷ୍ଟ ରହିପାରୁ କି? ଯାହା ମିଳିଛି, ତାହା ହିଁ ଈଶ୍ୱରଙ୍କ ଆଶୀର୍ବାଦ ଓ ପ୍ରସାଦ ମନେକରି ଖୁସି ହେଉ କି? ଯଦି ହେଉ, ତାହେଲେ ଆମେ ଈଶ୍ୱରଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ; ତେଣୁ ଆମର ଆଉ ଦୁଃଖ କଣ? ଶୁଣନ୍ତୁ ବିବୁଧରଞ୍ଜନଙ୍କ ଆଧ୍ୟାତ୍ମିକ ଉପଲବ୍ଧିର ଅନେକ ଶିକ୍ଷଣୀୟ ବିଷୟ...
Audiobook details
GenreSpirituality and Religion, Philosophy
Length4 hrs 35 mins
Narrated bySarat Nayak
FormatAudiobook
Publish dateApr 10, 2021
