Chenae Jahnaalua
Audio only

Chenae Jahnaalua

By ସୃଷ୍ଟିଶ୍ରୀ ନାଏକNarrated by Rakhee Dash
Length3h 21m

About this audiobook

କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଗାଳ୍ପିକା ସୃଷ୍ଟିଶ୍ରୀ ନାଏକ ଉଭୟ ଗଳ୍ପ ଓ ଉପନ୍ୟାସରେ ପାଠକଙ୍କୁ ବାନ୍ଧିରଖି ପାରନ୍ତି! 'ଚେନାଏ ଜହ୍ନଆଲୁଅ' ତାଙ୍କର ଏକ ଚମତ୍କାର ଉପନ୍ୟାସ, ଯେଉଁଥିରେ ଦୁଇଜଣ ଝିଅସାଙ୍ଗଙ୍କ ଶୈଶବ, କୈଶୋର ଓ ଯୌବନର ଅନ୍ତରଙ୍ଗ କାହାଣୀ ବର୍ଣ୍ଣିତ! ସମ୍ପର୍କର ବିବିଧତା ଓ ଜଟିଳତା ଭିତରେ ବି ଭଲପାଇବାର ସୁଅ କେମିତି ଛୁଟିଚାଲିଥାଏ, ତାର ଏକ ନିଖୁଣ ଉଦାହରଣ ଏହି ଉପନ୍ୟାସ! ଜଣାଶୁଣା ଅଭିନେତ୍ରୀ ଓ ରେଡିଓ-ଜକି ରାକ୍ଷୀ ଦାଶଙ୍କ କଣ୍ଠରେ ଚାଲନ୍ତୁ ଛୁଇଁବା ଜହ୍ନଆଲୁଅରୁ ଚେନାଏ...

Audiobook details

GenreFantasy, General Fiction
Length3 hrs 21 mins
Narrated byRakhee Dash
FormatAudiobook
Publish dateApr 20, 2021

You may also like