Length4h 14m
About this audiobook
ଏ ଯୁଗ ବିଜ୍ଞାନର ଯୁଗ! ଚାରିଶହ ବର୍ଷ ମଧ୍ୟରେ ବିଜ୍ଞାନ ଗୋଟିଏ ନୂଆ ପୃଥିବୀ ଗଢି ଦେଇଛି! ଟେକ୍ନୋଲୋଜି ବିଜ୍ଞାନ ନୁହେଁ! ବିଜ୍ଞାନର ପ୍ରୟୋଗ ବିଜ୍ଞାନଠାରୁ ଭିନ୍ନ! ବିଜ୍ଞାନ ଜ୍ଞାନର ଏକ ଶାଖା! ଜଗତ ପ୍ରତି ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଗ୍ରହଣ କରିବାକୁ ବିଜ୍ଞାନ ନିମନ୍ତ୍ରଣ କରେ! ମଣିଷ ପାଇଁ ବିଜ୍ଞାନ କି ବାର୍ତ୍ତା ନେଇ ଆସିଛି, ଏ ବହିରେ ଆମେ ସେହିକଥା ଶୁଣିବାକୁ ପାଇବା!
Audiobook details
GenreScience and Nature
Length4 hrs 14 mins
Narrated bySarat Nayak
FormatAudiobook
Publish dateJun 17, 2021
