
Audio only
Length4h 5m
About this audiobook
ଆମେ ଏଇ ପୃଥିବୀରେ ବାସ କରୁଛୁ! ଏ ପୃଥିବୀ ଆମକୁ ବାସ, ବେଶ, ଶ୍ୱାସ ଦେଉଛି! ହେଲେ ଏଇ ପୃଥିବୀ ବିଷୟରେ ଆମେ କଣ ବା ଜାଣିଛୁ? କେତେ ବା ଜାଣିଛୁ? ପୃଥିବୀର ଗଠନ, ବିନ୍ୟାସ, ଜନ୍ମବୃତ୍ତାନ୍ତଠାରୁ ଆରମ୍ଭକରି ବାୟୁମଣ୍ଡଳ, ମହାସାଗର, ଜୀବନର ଆଦ୍ୟପର୍ବ ପରି ଅନେକ ରହସ୍ୟମୟ ଘଟଣାକୁ ନେଇ ରଚିତ ଶରତ କୁମାର ମହାନ୍ତିଙ୍କ 'ଭୂବିଜ୍ଞାନୀ ସହିତ ପୃଥିବୀ ପରିକ୍ରମା' ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ!
Audiobook details
GenreScience and Nature
Length4 hrs 5 mins
Narrated byAlok Agnibesh
FormatAudiobook
Publish dateMay 30, 2021