Duração9h 58m
Sobre este audiolivro
ବରିଷ୍ଠ କବି ଡ. ପ୍ରସନ୍ନ କୁମାର ମହାନ୍ତିଙ୍କ ଆମେରିକା ଭ୍ରମଣର ଅନୁଭୂତିକୁ ନେଇ ପ୍ରକାଶିତ 'ସେ ଦେଶ'! ବହିଟି ପଢିଲାବେଳେ ମନେହୁଏ ଯେମିତି ଏହା ଏକ ଭ୍ରମଣ-ଉପନ୍ୟାସ! ଖୁବ ଅନ୍ତରଙ୍ଗ ଅନୁଭୂତିର ରୋଚକ ଉପସ୍ଥାପନା ପାଠକଙ୍କୁ ବିମୋହିତ କରିବା ସହ ଆମେରିକାର ସାଂସ୍କୃତିକ ଓ ସାମାଜିକ ବ୍ୟବସ୍ଥା ବାବଦରେ ମଧ୍ୟ ଜ୍ଞାନ ବଢ଼ାଇଥାଏ!
Detalhes do audiolivro
GêneroTravel
Duração9 h 58 min
Narrado porKarunakar
FormatoAudiolivro
Data de publicação14 de set. de 2021
