Sakalara Munha
Audio only

Sakalara Munha

By ଗଣେଶ୍ୱର ମିଶ୍ରNarrated by Sudhansu Mallick
Length4h 35m

About this audiobook

ପୁରୀ ସହରର କୌଣସି ଏକ ଗଳିରେ ଅତିବାହିତ ଶୈଶବର କାହାଣୀ 'ସକାଳର ମୁହଁ'! ଏହି ଉପନ୍ୟାସରେ ବର୍ଣ୍ଣିତ ଘଟଣାସବୁର ସମୟକାଳ 1950-55! ଉପନ୍ୟାସଟି ପଢିଲା ବେଳେ ସେ ସମୟର ପୁରୀ ସହର କଳ୍ପନାରେ ସଚିତ୍ର ହୋଇଉଠେ! ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ଗଣେଶ୍ୱର ମିଶ୍ରଙ୍କ ସାବଲୀଳ ବର୍ଣ୍ଣନାରେ ଭେଟନ୍ତୁ ତାଙ୍କର ପ୍ରସିଦ୍ଧ ଉପନ୍ୟାସ 'ସକାଳର ମୁହଁ'ର ବିଶ୍ୱସନୀୟ ଚରିତ୍ରମାନଙ୍କୁ...

Audiobook details

GenreFantasy, General Fiction
Length4 hrs 35 mins
Narrated bySudhansu Mallick
FormatAudiobook
Publish dateJun 17, 2021

You may also like