Raga Anuraga
Audio only

Raga Anuraga

By ବିଭୂତି ପଟ୍ଟନାୟକNarrated by Prakash Rout
Length4h 37m

About this audiobook

ଜୀବନ ଏକ ଶେଷହୀନ ସଙ୍ଗୀତ । ସେଇ ସଙ୍ଗୀତ କେତେବେଳେ ଦୀପକ ରାଗରେ ହୃଦୟ-ବହ୍ନିକୁ ପ୍ରଜ୍ଜ୍ୱଳିତ କରେ, ଆଉ କେତେବେଳେ ମେଘମଲ୍ଲାର ରାଗରେ ସେ ବହ୍ନିର ଜ୍ୱାଳାକୁ କରେ ପ୍ରଶମିତ । ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କ 'ରାଗ-ଅନୁରାଗ' ସୂର୍ଯ୍ୟକାନ୍ତ ଓ ରାଜଲକ୍ଷ୍ମୀ - ଦୁଇ ପିପାସିତ ହୃଦୟର ଅମୃତ ସଙ୍ଗୀତ, ଯାହା ହୃଦୟକୁ ଅହରହ ଅନୁରଣିତ କରେ । ପ୍ରକାଶ ରାଉତଙ୍କ କଣ୍ଠରେ ଶୁଣନ୍ତୁ ସେ ଦୁହିଁଙ୍କ ହୃଦୟଥରା କାହାଣୀ...

Audiobook details

Rating★★★★ 3.9 (14)
Includes Goodreads
GenreFantasy
Length4 hrs 37 mins
Narrated byPrakash Rout
FormatAudiobook
Publish dateApr 8, 2022

More from ବିଭୂତି ପଟ୍ଟନାୟକ

You may also like