Length4h 55m
About this audiobook
କେବଳ ପାଠକର ମନୋରଞ୍ଜନ ନୁହେଁ, ତାର ଚିନ୍ତା ଓ ଚେତନାରେ ଆଲୋଡ଼ନ ସୃଷ୍ଟି କରିବା ପାଇଁ ଛୋଟଗଳ୍ପର ଭାବବସ୍ତୁ, ଭାଷାବିନ୍ୟାସ ଓ ପ୍ରକାଶଭଙ୍ଗୀରେ ନାନା ପରୀକ୍ଷା-ନିରୀକ୍ଷା କରିଛନ୍ତି ପ୍ରସିଦ୍ଧ କଥାକାର ଡ. ବିଭୂତି ପଟ୍ଟନାୟକ । 'ଅଳକାର ପ୍ରେମିକ' ତାଙ୍କର ସେମିତି ଏକ ଗଳ୍ପ ସଂକଳନ । ବିଶିଷ୍ଟ ସ୍ୱରଶିଳ୍ପୀ ଅନିତ୍ୟ ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ ଚଉଦଟି ଚମତ୍କାର ଗପ...
Audiobook details
GenreGeneral Fiction
Length4 hrs 55 mins
Narrated byAnitya Mohanty
FormatAudiobook
Publish dateAug 1, 2022
