Audio only

Jagate Thiba Jete Dina

By ମୃଣାଳNarrated by Anitya Mohanty
Length5h 5m

About this audiobook

ହସ ଖୁସି ଗମାତ ମଉଜର କଥା କହନ୍ତି ଲେଖକ ମୃଣାଳ! ଯଦିଓ ସେଥିରେ ଥାଏ ସାମାଜିକ ଅବ୍ୟବସ୍ଥା ପ୍ରତି ତୀକ୍ଷ୍ଣ ବ୍ୟଙ୍ଗ! 'ଜଗତେ ଥିବା ଯେତେ ଦିନ' ବହିରେ ଅଛି ସେମିତି କିଛି ଘଟଣା, କଥା ଓ କାହାଣୀ ଯାହା ଆପଣଙ୍କୁ କୁତୁକୁତୁ କରିବ ସତ, ହେଲେ ଶୁଣିଲାବେଳେ ଛାତି ଭିତର ଟିକେ ରୁଗୁରୁଗୁ ବି ହେବ! ଶୁଣି ଦେଖନ୍ତୁ ବିଶିଷ୍ଟ ଉପସ୍ଥାପକ ଅନିତ୍ୟ ମହାନ୍ତିଙ୍କ ମନଛୁଆଁ କଣ୍ଠରେ...

Audiobook details

GenrePsychology, Literary Classics
Length5 hrs 5 mins
Narrated byAnitya Mohanty
FormatAudiobook
Publish dateJun 3, 2021

More from ମୃଣାଳ