Length4h 14m
About this audiobook
ନିତିଦିନିଆ ଜୀବନର ଘଟଣାବଳୀ ଭିତରୁ ବ୍ୟଂଗର ଉପାଦାନ ଖୋଜିନେବାରେ ବିଶିଷ୍ଟ କଥାକାର ମୃଣାଳ ସିଦ୍ଧହସ୍ତ! 'ଭଲ ଅଛ ନବଘନ' ବହିରେ ଅଛି ସେମିତି କିଛି ମଜାଦାର କଥା, ଯାହାକୁ ଶୁଣି ଆନନ୍ଦ ତ ନେଇହେବ, ତା ସହିତ ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ମଧ୍ୟ ବଦଳାଇ ହେବ! ନବଘନ ଆମ ସମାଜର ଜଣେ 'କମନମ୍ୟାନ' ହୋଇ କିପରି ଆପଣଙ୍କ ମନୋରଞ୍ଜନ କରୁଛନ୍ତି ଶୁଣନ୍ତୁ...
Audiobook details
GenreFantasy, Fairy Tales and Folklore
Length4 hrs 14 mins
Narrated byRanjan Kumar Dhal
FormatAudiobook
Publish dateJun 17, 2021
