Ahalya Dake Aa
Audio only

Ahalya Dake Aa

By ନିବାରଣ ଜେନାNarrated by Bikram Keshari Jena
Length3h 25m

About this audiobook

ସମୟ ଓ ସମାଜର ନିଚ୍ଛକ ସତକଥାର ନିର୍ଭୀକ ଗାଳ୍ପିକ ନିବାରଣ ଜେନା। ତାଙ୍କ ଗଳ୍ପ, ଉପନ୍ୟାସରେ ମାଟି ପାଣି ପବନ ପ୍ରତି ଯେତିକି ମମତ୍ୱ, ସମାଜର ଅଂଧାରୀ ଦିଗକୁ ଦର୍ଶାଇବାରେ ସେତିକି ଅଙ୍ଗୀକାରବଦ୍ଧତା ତାଙ୍କୁ କଥାସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଚି। ଏହି ଉପନ୍ୟାସଟିରେ ଶିକ୍ଷିତ ସମାଜରେ ଘଟୁଥିବା କିଛି ଅକଥା, ଅଘଟଣ, ଅବୈଧ ସଂପର୍କକୁ ଲେଖକ ଚିତ୍ରିତ କରିଛନ୍ତିି। ଜଣେ ସରଳା ଝିଅକୁ ଚାକିରି ଦେଇ କେମିତି ପ୍ରତାରିତ କରାଯାଇଛି ଓ ନାରୀ ଅବଳା, ଦୁର୍ବଳା ନୁହଁ, ସେ ବି ପ୍ରତିଶୋଧ ନେଇପାରେ - ତାହା କୁହାଯାଇଛି।

Audiobook details

GenreGeneral Fiction
Length3 hrs 25 mins
Narrated byBikram Keshari Jena
FormatAudiobook
Publish dateJul 15, 2021

You may also like