Duração5h 9m
Sobre este audiolivro
ଦ୍ୱୈତଭାବ ମଣିଷ ମନକୁ କରିଦିଏ ଅସ୍ଥିର । ସ୍ୱାମୀ ଓ ପୁତ୍ର ମଧ୍ୟରୁ ଜଣେ ବଂଚିଲେ ଆରଜଣଙ୍କର ମୃତ୍ୟୁ ହେବ- ଏଭଳି ଏକ ଜଟିଳ ପରିସ୍ଥିତିରେ ପଡ଼ିଥିବା ହରିପ୍ରିୟାର କାହାଣୀ ହିଁ 'ଗଣ୍ଡଭୈରବ' । ଜଣାଶୁଣା ଅଭିନେତା ଶକ୍ତି ବରାଳଙ୍କ କଣ୍ଠରେ ଶୁଣନ୍ତୁ ବରିଷ୍ଠ ଲେଖକ ପଦ୍ମଜ ପାଳଙ୍କ ଏହି ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସ...
Detalhes do audiolivro
GêneroFantasy
Duração5 h 9 min
Narrado porShakti Baral
FormatoAudiolivro
Data de publicação28 de fev. de 2022
