Length3h 46m
About this audiobook
'ମୋତେ କେହି ଛୁଇଁଦେଲେ ଯେ ମୁଁ ଅପବିତ୍ର ହୋଇଯିବି ସେଭଳି ଧାରଣା ଅନ୍ତତଃ ମୋର ନାହିଁ। ମୁଁ କାହିଁକି ପରଶମଣିଟିଏ ନହେବି ଯେ? କଳୁଷିତ ମନ ନେଇ ବି ଯିଏ ମୋତେ ଛୁଇଁଦେଵ, ପବିତ୍ରତାର ସ୍ଵର୍ଣ୍ଣିମ ଆଭାରେ ଉଦ୍ଭାସିତ ହୋଇଯିବ ତା'ର ଅନ୍ତର।'-ଏଭଳି ଭାବୁଥିବା ଝିଅଟି ଦିନେ ଦୁଷ୍କର୍ମର ଶିକାର ହୋଇଛି। ତା ସତ୍ତ୍ୱେ ନିଜ ଜୀବନକୁ ଆଲୋକିତ ସରଣୀରେ ଅଗ୍ରସର କରାଇବା ସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ ଉଦାହରଣ ପାଲଟିଯାଇଥିବା ଅମୃତମୟୀ ଅମୃତାର କାହାଣୀ 'ଶ୍ରେୟସୀ'!
Audiobook details
GenreFantasy
Length3 hrs 46 mins
Narrated byKalakar Kirti Mohanty
FormatAudiobook
Publish dateSep 11, 2021
