Length5h 54m
About this audiobook
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କଥାକାର ଗୌରହରି ଦାସଙ୍କ 'ବାଘ ଓ ଅନ୍ୟାନ୍ୟ ଗଳ୍ପ'ରେ ପାଠକମାନେ ଭେଟିବେ ସେମିତି କିଛି ଗୌରହରୀୟ ଚରିତ୍ରଙ୍କୁ, ଯେଉଁମାନେ ଆମ ଆଖପାଖ ଅନ୍ଧାରରେ ଆତଯାତ ହେଉଛନ୍ତି । ସେଇ ଅନ୍ଧାରୀ ଚରିତ୍ରମାନେ ପାଠକୀୟ ଉତ୍କଂଠାକୁ ଆଲୋକିତ ନିଶ୍ଚୟ କରିବେ । ପ୍ରଦୀପ ସାବତଙ୍କ କଣ୍ଠରେ ଆସନ୍ତୁ ଶୁଣିବା ବାଘର କାହାଣୀ...
Audiobook details
GenreGeneral Fiction
Length5 hrs 54 mins
Narrated byପ୍ରଦୀପ ସାବତ
FormatAudiobook
Publish dateMay 28, 2022
